X Close
X
9826003456

ଆଜି ମନ୍ତ୍ରୀ ପରିଷଦ ବୈଠକ


Gadwal:

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର/ରାଇପୁର: ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ଶୁକ୍ରବାର ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୫ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଚଳିତ ମାସ ୧୩ ତାରିଖରେ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି। ତେଣୁ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟତଃ ବଜେଟର ରୂପରେଖ ନେଇ ଆଲୋଚନା ହେବ। ଅତିରିକ୍ତ ବଜେଟ ସମ୍ପର୍କିତ ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ବୈଠକରେ ଗୃହୀତ କରାଯିବ। ଏହା ବ୍ୟତୀତ ରାଜ୍ୟ ସ୍ବାର୍ଥ ସମ୍ବଳିତ ଏକାଧିକ ପ୍ରସଙ୍ଗରେ ପରିଷଦରେ ଆଲୋଚନା ହେବାର ରହିଛି।

 

ଜିତେନ୍ଦ୍ର ମିତ୍ର
ଦକ୍ଷୀଣ ଓଡିଶା

The post ଆଜି ମନ୍ତ୍ରୀ ପରିଷଦ ବୈଠକ appeared first on Prompt Times.

Prompt Times